ଆଜିର ଖବର ମୋଦିଙ୍କ ବିପକ୍ଷରେ ଲଢିବେ ତୋଗାଡ଼ିଆ ! ବାରାଣାସୀରୁ ଲଢିବା ନେଇ ଚର୍ଚ୍ଚା ଭିଏଚ୍ପିର ପୂର୍ବତନ ନେତା ପ୍ରବୀଣ ତୋଗାଡିଆ ନିଜର ନବଗଠିତ ପାର୍ଟି ହିନ୍ଦୁସ୍ତାନ ନିର୍ମାଣ ଦଳ ଆସନ୍ତା ଲୋକସଭା ନିର୍ବାଚନରେ ୧୦୦ ଆସନରେ ପ୍ରତିଦ୍ବନ୍ଦିତା କରିବ ବୋଲି ଘୋଷଣା…