ଜାତୀୟ ଖବର ଏସିଆନ୍ ପାରା ଗେମ୍ସ ୨୦୨୬:ଭାରତର ଧ୍ୱଜାବାହକ ହେବେ ପ୍ରମୋଦ ଭଗତ ଓ ଭାବିନା ପଟେଲ୍ ନୂଆଦିଲ୍ଲୀ: ଜାପାନର ଆଇଚି-ନାଗୋୟାରେ ଅକ୍ଟୋବର ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆନ୍ ପାରା ଗେମ୍ସ ୨୦୨୬ର ଉଦ୍ଘାଟନ ସମାରୋହରେ ପାରାଲିମ୍ପିକ୍ ଚାମ୍ପିଅନ୍ ପ୍ରମୋଦ…