ଆଜିର ଖବର ୨୦୨୫-୨୬ ରଣଜୀ ଟ୍ରଫି: ବୈଭବ ସୂର୍ଯ୍ୟବଂଶୀ ଫ୍ଲପ୍, ଚମକିଲେ ଇଶାନ କିଶାନ, ମହମ୍ମଦ ଶାମି ନୂଆଦିଲ୍ଲୀ: ୨୦୨୫-୨୬ ରଣଜୀ ଟ୍ରଫି ସିଜିନର ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଥିଲା। ପ୍ରଥମ ଦିନ ଅଧିକାଂଶ ଦଳର ବ୍ୟାଟସମ୍ୟାନଙ୍କ ପାଇଁ କଷ୍ଟକର ଥିଲା। କିନ୍ତୁ ଇଶାନ କିଶାନ…