ଆଜିର ଖବର କରୋନା ମୁକାବିଲାରେ ମୋଦିଙ୍କ ଅଦମ୍ୟ ନେତୃତ୍ବକୁ ପ୍ରଶଂସା କରି ପତ୍ର ଲେଖିଲେ ବିଲ୍ ଗେଟସ୍ ନୂଆଦିଲ୍ଲୀ : କରୋନାକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି । ଭିନ୍ନ ଭିନ୍ନ ଉପାୟ ଜରିଆରେ ଏହି ମହାମାରୀକୁ ରୋକିବାକୁ ଚେଷ୍ଟା…