ଆଜିର ଖବର Tiger Shroff Firing Case: ୨.୫ ଲକ୍ଷରେ କିଣାଯାଇଥିଲା ପିସ୍ତଲ, ଖୋଜା ଚାଲିଛି ମାଷ୍ଟରମାଇଣ୍ଡ୍! ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ କାର୍କୁ ଗୁଳିମାଡ଼ ଘଟଣାର ତଦନ୍ତରେ ଆସିଛି ବଡ଼ ଖୁଲାସା। ଗୁଳିକାଣ୍ଡରେ ବ୍ୟବହୃତ ଜିଗାନା ପିସ୍ତଲକୁ ୨.୫ ଲକ୍ଷ ଟଙ୍କାରେ କିଣାଯାଇଥିବା…