ଆଜିର ଖବର ୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ରଣନୀତି: ଦଳିତ ଭୋଟ୍ ଉପରେ ନଜର, ଅକାଳୀ ଦଳ ସହ ମେଣ୍ଟ ଚର୍ଚ୍ଚାକୁ ନେଇ ବଢ଼ିଲା ଉତ୍କଣ୍ଠା ନୂଆଦିଲ୍ଲୀ: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ମଇଦାନ ସରଗରମ। କ୍ଷମତା ଦଖଲ ପାଇଁ ବିଜେପି ନିଜର ରଣନୀତିକୁ ଜୋରଦାର କରିଛି। ରାଜ୍ୟରେ ଦଳର…