Categories
ଆଜିର ଖବର ରାଜ୍ୟ ଖବର

୩୬ଟି ସାଂଗଠନିକ ଜିଲ୍ଲା ପାଇଁ ବିଜେପିର ପ୍ରଭାରୀ ନିଯୁକ୍ତ, ଜାଣନ୍ତୁ କାହାକୁ କେଉଁ ଜିଲ୍ଲା

ଭୁବନେଶ୍ବର, ଭାରତୀୟ ଜନତା ପାର୍ଟି ଆଜି ତାର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ପ୍ରଭାରୀ ନିଯୁକ୍ତି ଦେଇଛି। ରାଜ୍ୟ ଶାଖା ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ନଜର ପକାନ୍ତୁ କାହାକୁ କେଉଁ ଜିଲ୍ଲାର ଦାୟିତ୍ବ ଦିଆଯାଇଛି