ଆଜିର ଖବର ଯୋଗୀଙ୍କ ରାଜ୍ୟରେ ବିଜେପି-ସପା ମଧ୍ୟରେ କଡ଼ା ଲଢ଼େଇ, ଫଳାଫଳକୁ ନେଇ ଉତ୍କଣ୍ଠା ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନ ପରିଷଦ (MLC) ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ। ୧୧ଟି ସ୍ନାତକ ଓ ଶିକ୍ଷକ ନିର୍ବାଚନ ମଣ୍ଡଳୀର ଭୋଟ ଗଣତିରେ ଶାସକ…