ଅନ୍ତରାଷ୍ଟ୍ରୀୟ ଭାଙ୍ଗିଲା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ: ବ୍ରାଜିଲର ବିଶ୍ୱକପ୍ ବିଦାୟ ପରେ ଅବସର ଘୋଷଣା କଲେ ନେମାର ନୂଆଦିଲ୍ଲୀ: ବ୍ରାଜିଲ ତାରକା ନେମାର ଅନ୍ତର୍ଜାତୀୟ ଫୁଟବଲ୍ ରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ବ୍ରାଜିଲ ଫିଫା ବିଶ୍ୱକପ୍ ୨୦୨୬ ରୁ ବିଦାୟ ନେବା…