ନବରଙ୍ଗପୁର : ନବରଙ୍ଗପୁର ପଲିଟେକ୍ନିକ୍ ଟିଏମ୍ସିରୁ ବିଏସ୍ଏଫ୍ ଯବାନ ଫେରାର୍ ହୋଇଥିବାର ସୂଚନା ମିଳିଛି। ଫେରାର ଯବାନଙ୍କ ଘର ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବୋଲି ସୂଚନା ମିଳିଛି। ଗତ 24ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଯବାନ୍ । ଗତ 30ରେ ସୁସ୍ଥ ପରେ ଯବାନଙ୍କୁ ଟିଏମ୍ସିରେ ରଖାଯାଇଥିଲା । ଯବାନ୍ ଜଣଙ୍କ 10ରୁ ଫେରାର୍ ହୋଇଥିବାର ସୂଚନା ରହିଛି । ଏନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି ।
