ଆଜିର ଖବର କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କଲେ ବି ଏସ୍ ୟେଦ୍ୟୁରପ୍ପା ବେଙ୍ଗାଲୁରୁ : କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ୟୁରପ୍ପା । ଏହି ସମ୍ପ୍ରସାରଣରେ 10 ଜଣ ବିଧାୟକଙ୍କୁ ସାମିଲ କରାଯାଇଛି…