Budaun

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଦାୟୁଁରେ ଦୁଇ ଶିଶୁଙ୍କୁ ହତ୍ୟା କରାଯାଇଛି। ନିରୀହ ପିଲାଙ୍କୁ କୁରାଢିରେ ହାଣି ହତ୍ୟା କରାଯାଇଛି। ଉତ୍ତେଜିତ ଲୋକମାନେ ଏନେଇ ପୋଲିସ ଷ୍ଟେସନରେ ହଙ୍ଗମା କରିଛନ୍ତି।…