ଆଜିର ଖବର ଇରାନ୍ରେ 4.9 ତୀବ୍ରତାର ଭୂକମ୍ପ : ଆଣବିକ ପରୀକ୍ଷଣ ସନ୍ଦେହ ତେହେରାନ୍ : ଇରାନ୍ରେ ଏକ 4.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଇରାନ୍ର ବୁଶେହର ଆଣବିକ ରିଆକ୍ଟର ନିକଟରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି…