ଅପରାଧ ଯୌନ ଉତ୍ପୀଡ଼ନ ମାମଲାରେ ତୃଣମୂଳ କଂଗ୍ରେସ ବିଧାୟକ ପରେଶରାମ ଦାସ ଗିରଫ ପଶ୍ଚିମବଙ୍ଗ: ତୃଣମୂଳ କଂଗ୍ରେସ ବିଧାୟକ ପରେଶରାମ ଦାସଙ୍କୁ ପୋଲିସ ଗିରଫ କରିଛି। ବାରୁଇପୁର ଜିଲ୍ଲା ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସଓଜି) ଆଜି କୋଲକାତା ବିମାନବନ୍ଦରରୁ ତାଙ୍କୁ…