ଆଜିର ଖବର ଘର ଭିତରକୁ ପଶିଗଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ ପାରଳାଖେମୁଣ୍ଡି: ଭୋର୍ରେ ଘରେ ଶୋଇଥିବା ବେଳେ ହଠାତ୍ ମାଡ଼ିଆସିଲା ଦ୍ରୁତଗାମୀ କାର୍। ରାସ୍ତାକଡ଼ରେ ଥିବା ଘରର କାନ୍ଥ ଭାଙ୍ଗି ଭିତରକୁ ପଶିଗଲା ଗାଡ଼ି। ଏହି ଦୁର୍ଘଟଣାରେ ଘରର…