ଆଜିର ଖବର ମାଲେସିଆ ଓପନ୍ ବ୍ୟାଡମିଣ୍ଟନ କ୍ବାର୍ଟରରେ ସାଇନା ନେହ୍ବାଲ ନୂଆଦିଲ୍ଲୀ : କୁଆଲାଲାମ୍ପୁରରେ ଅନୁଷ୍ଠିତ ମାଲେସିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ଭାରତୀୟ ଲଳନା ସାଇନା ନେହ୍ବାଲ । ଚଳିତ ବର୍ଷର ପ୍ରଥମ…