ମତାମତ ପି.ଚିଦାମ୍ବରମଙ୍କ ଗିରଫକୁ ନେଇ ସୋସିଆଲ ମିଡିଆରେ ଅଦ୍ଭୁତ କାର୍ଟୁନ ସହିତ ଥଟ୍ଟା ପରିହାସ, ଫଟୋ ହେଉଛି ଭାଇରାଲ ଗତକାଲି ରାତିରେ ଯେପରି ନାଟକୀୟ ଭାବେ ପୂର୍ବତ୍ତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ସିବିଆ ଗିରଫ କରିଛି ତାହାକୁ ନେଇ ପୁରା ଗଣମାଧ୍ୟମରେ ଚାଲିଛି…