Skip to the content
Menu
  • ହୋମ
  • ବିଶେଷ ଖବର
  • ନିର୍ବାଚନ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ମନୋରଂଜନ
  • ଧର୍ମ
  • ବଜେଟ ୨୦୨୪
  • More
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
    • ଖେଳ
  • Download App
The Samikhsya OdiaThe Samikhsya Odia
ENG
Monday, Jul 7, 2025 | Last Update : 2:47 AM IST
  • ହୋମ
  • ବିଶେଷ ଖବର
  • ନିର୍ବାଚନ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ମନୋରଂଜନ
  • ଧର୍ମ
  • ବଜେଟ ୨୦୨୪
  • More
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
    • ଖେଳ
  • ହୋମ
  • ବିଶେଷ ଖବର
  • ନିର୍ବାଚନ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ମନୋରଂଜନ
  • ଧର୍ମ
  • ବଜେଟ ୨୦୨୪
  • More
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
    • ଖେଳ

Tag: changes

Categories
ଆଜିର ଖବର

ତୃଣମୂଳ କଂଗ୍ରେସ ହେଲା କେବଳ ତୃଣମୂଳ, କଂଗ୍ରେସ ନାମ ହଟାଇଲେ ଦିଦି

  • Post author By Samikhsya Bureau
  • Post date March 23, 2019

ନିଜ ଦଳର ଲୋଗୋରୁ କଂଗ୍ରେସର ନାମ ହଟାଇଛି ତୃଣମୂଳ କଂଗ୍ରେସ। କଂଗ୍ରେସରୁ ଅଲଗା ହେବାର ୨୧ ବର୍ଷ ପରେ ମମତା ବାନାର୍ଜୀଙ୍କ ଏହି ଦଳ ନିଜର ଲୋଗୋରୁ ହଟାଇଛି କଂଗ୍ରେସର ନାମ। ବର୍ତ୍ତମାନ ତୃଣମୂଳ କଂଗ୍ରେସର ନୂତନ ନାମ ତୃଳମୂଳ ରହିଛି। ଏକ ସପ୍ତାହ ଧରି ଏହି ଲୋଗୋ ପରିବର୍ତ୍ତନ ହୋଇଥିବା ତୃଣମୂଳ ପକ୍ଷରୁ ସୂଚନା ମିଳିଛି। ୧୯୯୮ରେ ପରସ୍ପର ଠାରୁ ଅଲଗା ହାେଇଥିଲେ ଏହି ଦୁଇ ଦଳ। ୨୧ବର୍ଷ ପରେ ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି ବୋଲି ତୃଣମୂଳର ଜନୈକ ବରିଷ୍ଠ ନେତା କହିଛନ୍ତି। ନିଜର ସମସ୍ତ ପୋଷ୍ଟର, ବ୍ୟାନରରୁ କଂଗ୍ରେସର ନାମ ପ୍ରତ୍ୟାହାର କରି ନେଇଛି ତୃଣମୂଳ। କଂଗ୍ରେସର ନାମ ହଟାଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏହା ତୃଣମୂଳ କଂଗ୍ରେସ ନାମରେ ପଞ୍ଜୀକୃତ ରହିବ। ଦଳର ଫେସ୍‌ବୁକ୍‌, ଟ୍ବିଟ୍ଟର ପେଜ୍‌, ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ତୃଣମୂଳ ନେତା ଡେରେକ୍‌ ଓ ବ୍ରାଏନ୍‌ ଏହି ନୂତନ ଲୋଗୋ ବ୍ୟବହାର କରୁଛନ୍ତି।

  • Tags changes, logo, thesamikhsya, trinmool, trinmoolcongress

Copyright © SM Network 2018 - 2025        Chief Editor: Sarat Paikray        Email: editor@thesamikhsya.com Maintained By Defigo Solutions

To the top ↑ Up ↑