ସ୍ବାସ୍ଥ୍ୟ ବଦଳୁଥିବା ପାଗରେ କାଶ-ଥଣ୍ଡାରୁ ମୁକ୍ତି: ଆପଣାନ୍ତୁ ଏହି ୬ଟି ସହଜ ଓ ପ୍ରଭାବଶାଳୀ ଘରୋଇ ଉପଚାର ପାଣିପାଗର ଅସ୍ୱାଭାବିକ ପରିବର୍ତ୍ତନ – କେତେବେଳେ ପ୍ରବଳ ବର୍ଷା ତ ଅନ୍ୟ କେତେବେଳେ ଗୁଳୁଗୁଳିଆ ଗରମ ଯୋଗୁଁ ଆଜିକାଲି ପ୍ରାୟ ସମସ୍ତଙ୍କଠାରେ କାଶ, କଫ ଓ ଥଣ୍ଡା…