ଆଜିର ଖବର ଔରଙ୍ଗାବାଦ ରେଳ ଷ୍ଟେସନର ନାମ ହେଲା ଛତ୍ରପତି ସମ୍ଭାଜିନଗର: ରେଳବାଇ ଜାରି କଲା ବିଜ୍ଞପ୍ତି ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ଔରଙ୍ଗାବାଦ ରେଳ ଷ୍ଟେସନର ନାମ ଛତ୍ରପତି ସମ୍ଭାଜିନଗର ରେଳ ଷ୍ଟେସନ ରଖିଛନ୍ତି। ମରାଠା ଶାସକ ଛତ୍ରପତି ଶିବାଜୀ ମହାରାଜଙ୍କ ପୁତ୍ରଙ୍କ ସମ୍ମାନାର୍ଥେ ଏହି…