ଆଜିର ଖବର ଚୋରା କାଠ ଚାଲାଣ ବେଳେ ବନ ବିଭାଗର ବଡ଼ ଧରପକଡ଼: ପିକଅପ୍ ସହ ଶାଗୁଆନ କାଠ ଜବତ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଚୋରା କାଠ ଚାଲାଣ ବେଳେ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ଗାଡ଼ି ଓ ଚାଲାଣକାରୀ ସହ ଲକ୍ଷାଧିକ ଟଙ୍କାର ଶାଗୁଆନ…