ଆଜିର ଖବର ସରକାରୀ ବାଳିକା ସୁରକ୍ଷା ଗୃହରେ 7 ନାବାଳିକା ଗର୍ଭବତୀ : ଯୋଗୀ ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା କାନପୁର : ଉତ୍ତରପ୍ରଦେଶ କାନପୁର ଜିଲ୍ଲାରେ ରାଜ୍ୟ ସରକାରୀ ବାଳିକା ସୁରକ୍ଷା ଗୃହରେ ରହୁଥିବା 57 ନାବାଳିକାଙ୍କ ମଧ୍ୟରୁ 7ଜଣ ଗର୍ଭବତୀ ହୋଇଥିବାର ସୂଚନା ରହିଛି ।…