ଆଜିର ଖବର ଦିଲ୍ଲୀରେ ହେବ କଂଗ୍ରେସ ଓ ଆପ୍ ମେଣ୍ଟ ! ଦିଲ୍ଲୀରେ କଂଗ୍ରେସ ଓ ଆମ ଆଦମି ପାର୍ଟି (ଆପ୍) ମଧ୍ୟରେ ମେଣ୍ଟ ହେବା ନେଇ ପୁଣି ଥିରେ ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ଏକ ନୂଆ ଫର୍ମୁଲା…