ଆଜିର ଖବର ସୁପରମାର୍କେଟ୍ରେ MRP ଠକେଇ! ଛୋଟ ଭୁଲ୍ ପାଇଁ ବଡ଼ ଆର୍ଥିକ ଝଟକା କେରଳ : ସୁପରମାର୍କେଟରୁ ସାମଗ୍ରୀ କିଣିବାବେଳେ ବିଲ୍ରେ ଲେଖା ଦାମ ଦେଖି ଟଙ୍କା ଦେଇଦିଅନ୍ତି ଅଧିକାଂଶ ଗ୍ରାହକ। କିନ୍ତୁ ପ୍ୟାକେଟ୍ରେ ଲେଖା ମୂଲ୍ୟଠାରୁ ଅଧିକ ଟଙ୍କା ନେବା…