ଆଞ୍ଚଳିକ ରିକ୍ସା ଚାଳକ ଓ କୁଲିଙ୍କୁ ଆର୍ଥିକ ସହାୟତା ପାଇଁ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଦାବିପତ୍ର କନ୍ଦର୍ପ ବେହେରା ରେଢାଖୋଲ: ସମଗ୍ର ଦେଶରେ କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ ଥିବାରୁ ସାଧାରଣ ଜନତା ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଶ୍ରମିକ, କୁଲି ଏବଂ…