Categories
ଆଜିର ଖବର ଜାତୀୟ ଖବର

କୋଭିଡ19 ଭୂତାଣୁ ପରୀକ୍ଷା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଜାରୀକଲା ତାଲିକା, ଓଡିଶାରେ ଦୁଇଟି କେନ୍ଦ୍ର

ନୂଆଦିଲ୍ଲୀ, ସର୍ବସାଧାରଣଙ୍କ ଅବଗତି ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତରଫ ସର୍ବଭାରତୀୟ କୋଭିଡ19 ଭୂତାଣୁ ପରୀକ୍ଷାଗାରର ତାଲିକା ପ୍ରକାଶ କରାଯାଇଛି। ଏଥିରେ ମୋଟ 85 ସ୍ବୀକୃତି ପ୍ରାପ୍ତ ପରୀକ୍ଷାଗାର ଦେଶରେ କାମ କରୁଛି ବୋଲି ଜଣାଇ ଦିଆଯାଇଛି।ଏଥିରେ ମହାରାଷ୍ଟ, ଗୁଜୁରାଟ ଏବଂ କେରଳରେ ଅଧିକ ସଂଖ୍ୟକ କୋଭିଡ19 ପରୀକ୍ଷାଗାର ରହିଛି। ସେହିପରି ଓଡିଶାରେ ମାତ୍ର ଦୁଇଟି ପରୀକ୍ଷାଗର ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହି ପରୀକ୍ଷାଗାରକୁ ଭାରତୀୟ ଭେଷଜ ଗବେଷଣା ପରିଷଦ ସ୍ବୀକୃତ ଦେଇଛି।

ସ୍ବାସ୍ଥ୍ୟ ବିଭାଗ ଅନୁସାରେ ବିଭିନ୍ନ ରାଜ୍ୟରେ ଥିବା ପରୀକ୍ଷା କେନ୍ଦ୍ରର ସଂଖ୍ୟା ଏବଂ ତାହାର ନାମ ହେଲା..