ଜାତୀୟ ଖବର ଦିନକରେ ରେକର୍ଡ ସଂଖ୍ୟକ 9 ଲକ୍ଷରୁ ଊର୍ଦ୍ଧ୍ଵ ନମୁନା ପରୀକ୍ଷଣ, ନିୟୁତ ପିଛା ପରୀକ୍ଷଣ 23,668ରେ ପହଞ୍ଚିଲା ନୂଆଦିଲ୍ଲୀ, ଦୈନିକ ନମୁନା ପରୀକ୍ଷଣରେ ଭାରତ ଆଜି ଆଉ ଏକ ସଫଳତାର ମାଇଲଖୁଣ୍ଟ ଛୁଇଁଛି। ପ୍ରଥମଥର ପାଇଁ ଗୋଟିଏ ଦିନରେ 9 ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି।…