ଜାତୀୟ ଖବର ଭାରତରେ କୋଭିଡ ମୃତ୍ୟୁହାର ୨ ପ୍ରତିଶତରୁ କମ୍, ବିଶ୍ୱରେ ଅନ୍ୟତମ ସର୍ବନିମ୍ନ ନୂଆଦିଲ୍ଲୀ, ଭାରତରେ କରୋନା ସଂକ୍ରମିତଙ୍କ ମୃତ୍ୟୁହାର କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ଏବେ ଭାରତରେ ଏହି ମୃତ୍ୟୁହାର ବିଶ୍ୱରେ ଅନ୍ୟତମ ସର୍ବନିମ୍ନ। ଆଜିସୁଦ୍ଧା ଏହି ହାର ୧.୯୩…