ଆଜିର ଖବର ଦ୍ବିତୀୟ ପର୍ଯ୍ୟାୟ ଝାରଖଣ୍ଡ ନିର୍ବାଚନ : 67 ପ୍ରତିଶତ କଂଗ୍ରେସ ପ୍ରାର୍ଥୀଙ୍କର ରହିଛି ଅପରାଧିକ ପୃଷ୍ଠଭୂମି ରାଞ୍ଚି,3/12: ଦ୍ବିତୀୟ ପର୍ଯ୍ୟାୟ ଝାରଖଣ୍ଡ ନିର୍ବାଚନରେ 67 ପ୍ରତିଶତ କଂଗ୍ରେସ ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି ରହିଥିବା ଜଣାପଡିଛି । ଆସନ୍ତା 7 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ…