ଜାତୀୟ ଖବର ପିଏମ୍-ସେତୁ: ଓଡ଼ିଶାର ୫ ଆଇଟିଆଇ ପାଇଁ ୨୪୦ କୋଟି ମଞ୍ଜୁର ଭୁବନେଶ୍ଵର: ପିଏମ୍-ସେତୁ ଅଧୀନରେ ଓଡ଼ିଶାର ୫ ଆଇଟିଆଇ ବିକାଶ ପାଇଁ କେନ୍ଦ୍ର ସରକାର ୨୪୦ କୋଟି ୫୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। କଟକ ସରକାରୀ…