Categories
ଆଜିର ଖବର ରାଜ୍ୟ ଖବର

କଟକ ପାଇଁ 15 କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା

କଟକ, କୋଭିଡ ମୁକାବିଲା ପାଇଁ କଟକ ସକାଶେ ରାଜ୍ୟ ସରକାର ଆଜି 15 କୋଟି ଟଂକାର ସହାୟତା ଘୋଷଣା କରିଛନ୍ତି। କଟକରେ ଖୋଲାଯିବ ଆଉ ଚାରିଟି କୋଭିଡ ହସ୍ପିଟାଲ। ନିକଟରେ 3ଟି ହସ୍ପିଟାଲ ପାଇଁ ନିଷ୍ପତ୍ତି ହୋଇଥିଲା ବେଳେ ଆଜି ଆଉ ଗୋଟିଏ ହସ୍ପିଟାଲ ପାଇଁ ନିଷ୍ପତ୍ତି ହୋଇଛି। ବାରବାଟୀ ଷ୍ଟାଡିୟମ ଆସୋସିଏସନ କୋଠାରେ ହେବ ହସ୍ପିଟାଲ।