ଆଜିର ଖବର ଓଡିଶା ଉପକୂଳ ଦେଇ “ଫୋନି” ଗତିକରିବା ସମ୍ଭାବନା: ମୁଖ୍ୟ ସଚିବଙ୍କ ଦ୍ଵାରା ଜରୁରୀକାଳୀନ ବୈଠକ ଓଡିଶା ରାଜ୍ୟ ପାଇଁ ଆସୁଛି ଆଉ ଏକ ବାତ୍ୟା। ଯାହାର ନାମ ରହିଛି ଫୋନି। ପୂର୍ବରୁ ଏହା ଦକ୍ଷିଣଭାରତର ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ସ୍ଥଳଭାଗ ସ୍ପର୍ଶ କରିବାରଥିଲା,…