ଜାତୀୟ ଖବର ବଙ୍ଗୋପ ସାଗରରେ ଆସିଲା ପୁଣି ଏକ ବାତ୍ୟା, ବାୟୁସେନା ନୌସେନାଙ୍କୁ ସଜାଗ ପାଇଁ ନିର୍ଦ୍ଦେଶ ଭୁବନେଶ୍ବର, ନିଭାର ପରେ ଏବେ ବଙ୍ଗୋପ ସାଗରର ପୁଣି ଏକ ବାତ୍ୟା ଆସୁଛି। ଏହା ଦକ୍ଷିଣପଶ୍ଚିମ ଅଞ୍ଚଳରେ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।…