ଜାତୀୟ ଖବର ଭାରତରେ ଗୁଗୁଲର 88,730 କୋଟିର ବିପୁଳ ନିବେଶ: ପ୍ରତିବର୍ଷ ସୃଷ୍ଟି ହେବ ଲକ୍ଷାଧିକ ନୂତନ ନିଯୁକ୍ତି ନୂଆଦିଲ୍ଲୀ: ଭାରତ ଦ୍ରୁତ ଗତିରେ ଏକ ଡିଜିଟାଲ୍ ଦୁନିଆ ଆଡକୁ ଗତି କରୁଛି, ଏବଂ ଏହି ଦିଗରେ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ଗୁଗୁଲ୍ ଘୋଷଣା କରିଛି…