ଆଜିର ଖବର ଡିପ୍ ଡିପ୍ରେସନ୍ ରୂପ ନେଲା ଫାନୀ ଡିପ୍ରେସନର ରୂପ ନେଇଛି ସାମୁଦ୍ରିକ ବାତ୍ୟା ‘ଫାନୀ’। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନ ରୂପ ନେଇଛି। ରବିବାର…