ଆଜିର ଖବର ଏବେ IPLରେ ପ୍ରବେଶ କରିବେ ଯୁବରାଜ ସିଂହ: ଏହି ଦଳର ହେବେ ‘କୋଚ୍’ ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଷ୍ଟାଫ୍ରେ ଯୋଗ ଦେବାକୁ ଯାଉଛନ୍ତି। ଫ୍ରାଞ୍ଚାଇଜି ସୌରଭ ଗାଙ୍ଗୁଲିଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ…