ଆଜିର ଖବର ନୂତନ EV ନୀତିର ଡ୍ରାଫ୍ଟ ପ୍ରକାଶ କଲେ ଦିଲ୍ଲୀ ସରକାର: 100% ସଡ଼କ ଟିକସ ଏବଂ ପଞ୍ଜୀକରଣ ଫି ରିହାତି ନୂଆଦିଲ୍ଲୀ: ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ରୋକିବା ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀ ସରକାର “ଦିଲ୍ଲୀ ବୈଦ୍ୟୁତିକ ଯାନ ନୀତି 2026-2030” ର ଡ୍ରାଫ୍ଟ ପ୍ରକାଶ କରିଛନ୍ତି।…