ଆଜିର ଖବର ଦିଲ୍ଲୀରେ ମଧ୍ୟରାତ୍ରିରେ ମହାବିପତ୍ତି, ଜୋତା କାରଖାନାରେ ନିଆଁ ନେଲା ୪ ଜୀବନ ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ। ଏକ ଜୋତା କାରଖାନାରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ମଙ୍ଗୋଲପୁରୀ…