ଆଜିର ଖବର ଓଡ଼ିଶା ନୂଆ DGP ଚୟନ ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ରହିଛି ସମସ୍ତଙ୍କ ନଜର ଭୁବନେଶ୍ୱର: ଓଡ଼ିଶାର ନୂଆ ପୁଲିସ ଡିଜି (DGP) ଚୟନ ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ଲଗାଇଥିବା ସାମୟିକ ରୋକ୍ ମାମଲାର ଶୁଣାଣି ଆଜି ହେବ। ପୂର୍ବରୁ ଏହି ମାମଲାର…