ଜାତୀୟ ଖବର ଓଡିଶା ଲୋକସଭା ନିର୍ବାଚନ ପାଇଁ ଦୁଇ ଦୁଇଟି ଆସନରେ ରୁମାଲ ପକାଇ ରଖିଲେ ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର: ଚାଷୀମାନେ ଧାନବୁଣିବା ପାଇଁ ପାଗ ଖୋଜୁଥିବା ବେଳେ ଏବଂ ନିର୍ବାଚନ ପାଖେଇ ଆସୁଥିବାରୁ ନେତାମାନେ ଆସନ ଖୋଜିବାରେ ଲାଗିଛନ୍ତି। କେଉଁ ଆସନରେ ଜିତିବା ସୁବିଧା ହେବ…