ଜାତୀୟ ଖବର ପେଟ୍ରୋଲ ପରେ ମହଙ୍ଗା ହେଲା ଶିଳ୍ପ ଡିଜେଲ: ପ୍ରତି ଲିଟର ପ୍ରାୟ ୨୨ ଟଙ୍କାକୁ ବୃଦ୍ଧି ନୂଆଦିଲ୍ଲୀ: ପ୍ରିମିୟମ୍ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ ଶିଳ୍ପ ଡିଜେଲ ମଧ୍ୟ ମହଙ୍ଗା ହୋଇଛି। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC) ଶିଳ୍ପ ଡିଜେଲର ମୂଲ୍ୟରେ ଏକ ବଡ଼…