ଆଜିର ଖବର କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଗାଇଲେ ଆରଏସଏସ ସଙ୍ଗୀତ: କଂଗ୍ରେସକୁ କଟାକ୍ଷ କଲା ବିଜେପି ବେଙ୍ଗୁଲୁରୁ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଗୁରୁବାର (୨୧ ଅଗଷ୍ଟ) ବିଧାନସଭାରେ ହଙ୍ଗାମା ସୃଷ୍ଟି କରିଥିଲେ। ସେ ହଠାତ୍ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଗୀତ ଗାଇ…