ଆଜିର ଖବର କରୋନାରେ ଚାଲିଗଲେ ରାଜ୍ୟ ସଂଗ୍ରହାଳୟର ପୂର୍ବତନ ଅଧିକ୍ଷକ ଡ. ଚନ୍ଦ୍ରଭାନୁ ପଟେଲ ଭୁବନେଶ୍ବର, କରୋନାରେ ଜୀବନ ହାରିଛନ୍ତି ରାଜ୍ୟ ସଂଗ୍ରହାଳୟର ପୂର୍ବତନ ଅଧିକ୍ଷକ ଡ. ଚନ୍ଦ୍ରଭାନୁ ପଟେଲ। ସେ କିଛିଦନ ତଳେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ…