ଆଜିର ଖବର ପିକନିକ୍ ହେଲା କାଳ : ଦୁଇଛାତ୍ରଙ୍କ ସଲିଳ ସମାଧି ପିକନିକ ବେଳେ ଅଘଟଣ ଘଟିଛି। ସମ୍ବଲପୁର ଦେବଝରଣ ୱାଟରଫଲରେ ଗାଧୋଇବା ବେଳେ ବୁଡ଼ି ଦୁଇ ଭିସୁଟ୍ର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ, ସମ୍ବଲପୁର ଭିସୁଟ୍ର…