ଅପରାଧ ସୁବର୍ଣ୍ଣପୁରରେ ଗୁଳିକାଣ୍ଡ: ରାସ୍ତା ଉପରେ ଯୁବକଙ୍କୁ ୪ ରାଉଣ୍ଡ ଫାୟାରିଂ, ଘଟଣାସ୍ଥଳରେ ମୃତ୍ୟୁ ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଚାଞ୍ଚଲ୍ୟ! ରାସ୍ତା ଉପରେ ଜଣେ ଯୁବକଙ୍କୁ ଅଟକାଇ ଅତି ନିକଟରୁ ଗୁଳିମାଡ଼ କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଉଛନ୍ତି ବ୍ରାହ୍ମଣୀପାଲି…