ଆଜିର ଖବର ଲଞ୍ଚ ହେଲା Odysse Sun ଇଲେକ୍ଟ୍ରିକ୍ ସ୍କୁଟର: ଗୋଟିଏ ଚାର୍ଜରେ ଚାଲିବ ୧୩୦ କିମି, ଜାଣନ୍ତୁ ମୂଲ୍ୟ ନୂଆଦିଲ୍ଲୀ: ଭାରତର ଇଲେକ୍ଟ୍ରିକ୍ ସ୍କୁଟର ବଜାରରେ Odysse Electric Vehicles ଏହାର ନୂତନ ହାଇ-ସ୍ପିଡ୍ ଇ-ସ୍କୁଟର Odysse Sun ଲଞ୍ଚ କରିଛି। ଏହି ସ୍କୁଟର ଦୁଇଟି ବ୍ୟାଟେରୀ…