ବିଶେଷ ଖବର ପ୍ରକାଶ ପାଇଲା ଅର୍ଥନୀତି ରିପୋର୍ଟ: ଅକ୍ଟୋବରରେ ୮ଟି ମୁଖ୍ୟଶିଳ୍ପ ଉତ୍ପାଦନରେ ୫.୮ ପ୍ରତିଶତ ହ୍ରାସ ନୂଆଦିଲ୍ଲୀ,୨୯/୧୧: ଅର୍ଥନୈତିକ ମାନ୍ଦାବସ୍ଥା ମଧ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଶିଳ୍ପର ଉତ୍ପାଦନ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। ଅକ୍ଟୋବର ମାସରେ ଅର୍ଥନୈତିକ ମାନ୍ଦାବସ୍ଥା ସମ୍ପର୍କିତ ସରକାରୀ ରିପୋର୍ଟ…