ଆଜିର ଖବର PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ PMLA ମାମଲାରେ ସୋମବାର ରାଞ୍ଚି ସ୍ୱତନ୍ତ୍ର କୋର୍ଟରୁ ଝଟକା ଲାଗିଛି। ECIR 06/2023 ମାମଲାରେ ଚାର୍ଜଫ୍ରେମିଂ ପ୍ରକ୍ରିୟା ଉପରେ…