ଆଜିର ଖବର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ପିଲାଟି ପଚାରିଥିବା ପ୍ରଶ୍ନଟିକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପିଲାଟିଏ ପ୍ରଶ୍ନ ପଚାରିବାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସେହିପରି ସମ ପରିମାଣରେ ଖୁସି ମଧ୍ୟ ହୋଇଛନ୍ତି। କାରଣ କେହି…