elections

ନୂଆଦିଲ୍ଲୀ: ବିଶ୍ୱରେ ଗଣତନ୍ତ୍ରର ସ୍ଥିତି ବିଷୟରେ ପ୍ରାୟତଃ ପ୍ରଶ୍ନ ଉଠାଯାଏ, କେଉଁଠି ଲୋକମାନେ ସନ୍ତୁଷ୍ଟ, କେଉଁଠି ସେମାନେ ବହୁତ ଅସନ୍ତୁଷ୍ଟ, କିନ୍ତୁ ଭାରତ ଉପରେ ଏକ ନୂତନ…

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାଜନୈତିକକ ଦଳଗୁଡିକ ଦ୍ୱାରା ମାଗଣା ସୁବିଧା ଘୋଷଣାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଜି କୋର୍ଟ କହିଛନ୍ତି ଯେ, ମାଗଣା ସୁବିଧା…

ନୂଆଦିଲ୍ଲୀ: 2023-24 ମସିହାରେ ଉଭୟ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସର ପାଣ୍ଠିରେ ବୃଦ୍ଧି ଘଟିଥିବାର ଦେଖାଯାଇଛି। ସୂଚନାନୁସାରେ, ବିଜେପି ଚଳିତ ବର୍ଷ ପ୍ରାୟ 2,244 କୋଟି…

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ କୁ ଅନୁମୋଦନ କରିଛି। ସଂସଦର ଏହି ଶୀତକାଳୀନ ଅଧିବେଶନରେ ଏହି ବିଲ୍ ଆଗତ ହେବାର…

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ମହାୟୁତି ମଧ୍ୟରେ ପ୍ରାର୍ଥୀ ଘୋଷଣା ପ୍ରସଙ୍ଗରେ ବିଜେପି ବାଜି ମାରିଛି। ଦଳ ଆଜି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଇଭିଏମ୍ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି। ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବ ଟ୍ୱିଟର) ରେ ଏକ…

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ମନମୋହନ ସିଂ ଲୋକସଭା ନିର୍ବାଚନରେ ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଭୋଟରଙ୍କୁ ଏକ ବିଶେଷ ଆବେଦନ…

ନୂଆଦିଲ୍ଲୀ: କିଛି ସମୟ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବା ଡକ୍ଟର ସୁବ୍ରମଣ୍ୟମ ସ୍ଵାମୀ ୨୦୨୪ ମସିହା ଲୋକସଭା ନିର୍ବାଚନ ଅଧୀନରେ ଦିଲ୍ଲୀରେ ହେବାକୁ ଥିବା…

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଅଧୀନରେ ଦିଲ୍ଲୀରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଭୋଟ୍ ପାଇଁ I.N.D.I.A ସହଯୋଗୀ ଦଳ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇଛନ୍ତି। ଏହି…

ନୂଆଦିଲ୍ଲୀ: ରାଜନୈତିକ ବିଶ୍ଳେଷକ ପ୍ରଶାନ୍ତ କିଶୋର ଲୋକସଭା ନିର୍ବାଚନ ବିଷୟରେ ଅନେକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ, ବଙ୍ଗଳା, ଓଡିଶା, ତେଲେଙ୍ଗାନା, ତାମିଲନାଡୁ ଏବଂ ଆନ୍ଧ୍ର…

ନୂଆଦିଲ୍ଲୀ: ମଇ ୨୦ ତାରିଖରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ୍ ଅନୁଷ୍ଠିତ ହେବ। ଭୋଟ୍ ଦେବା ପୂର୍ବରୁ ସମସ୍ତ ଦଳ ଅଧିକରୁ ଅଧିକ ଭୋଟରଙ୍କୁ…

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ହେଲିକପ୍ଟର ଯାଞ୍ଚ କରିବା ପରେ ବିରୋଧୀ ନିର୍ବାଚନ ଆୟୋଗକୁ ସମାଲୋଚନା କରୁଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ, ବିହାରର ମୁଖ୍ୟ ନିର୍ବାଚନ…

ମୁମ୍ବାଇ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସମାପ୍ତ ହେବାପରେ ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ଆଜି ଆୟୋଜିତ ହେବାକୁ…

ନୂଆଦିଲ୍ଲୀ: ସ୍ୱାଧୀନତା ପରଠାରୁ ଆମ ଦେଶ ପ୍ରତିବର୍ଷ ନିର୍ବାଚନକୁ ନେଇ ସଦାସର୍ବଦା ଘୂରି ବୁଲୁଛି। ଆଜି ‘ଏକ ଦେଶ ଗୋଟିଏ ନିର୍ବାଚନ’ ଉପରେ ବିତର୍କ ଚାଲିଥିବା ଆମ…

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ସମ୍ଭାବ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି। ଜାତିଗତ ଜନଗଣନା ଓ ଗୋଷ୍ଠୀ ସଂରକ୍ଷଣ ଦାବି ମଧ୍ୟରେ…

ନୂଆଦିଲ୍ଲୀ: ଅଳ୍ପକେ ରକ୍ଷା ପାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଗତକାଲି ରାଜସ୍ଥାନରେ ପ୍ରଚାର କରୁଥିବା ବେଳେ ତାଙ୍କ ରଥ ଝୁଲୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ହେଲେ…

ନୂଆଦିଲ୍ଲୀ: ଗତ ନଅ ତାରିଖରେ ଭାରତର ନିର୍ବାଚନ ଆୟୋଗ ରାଜସ୍ଥାନ ସମେତ ଆଉ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଥିଲେ। ସେହି ଅନୁସାରେ ଏହି…